Home ଓଡ଼ିଶା ଅବିଭାବକଙ୍କ ନଜର ପିଲାଙ୍କ ଉପରେ ରହିବା ଏକାନ୍ତ ଜରୁରୀ ଅଟେ : ଗୋପ ବ୍ଲକ ବିଡ଼ିଓ ଛବିରାଣୀ ସାହୁ – ସରକାରୀ ବିଦ୍ୟାଳୟ ହି ଉତ୍ତମ ଶିକ୍ଷାନୁଷ୍ଠାନ,ଗୋପ ବ୍ଲକ ବିଡ଼ିଓ ଛବିରାଣୀ ସାହୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗୋପ (ଓଡ଼ିଶା ତାଜା ନ୍ୟୁଜ୍ ) :- ଗୋପ ଶିକ୍ଷା ମଣ୍ଡଳ ଅଧିନସ୍ତ ଗଣେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ଶିଶୋ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର 10 ମ ବାର୍ଷିକ ଉତ୍ସବ ଅନୁଷ୍ଠିତ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବଦତ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ.. ମୁଖ୍ୟ ଅତିଥ୍ ଭାବେ : ଶ୍ରୀମତୀ ଝୁନୁ ମଲ୍ଲିକ ଅଧ୍ଯକ୍ଷା, ପଞ୍ଚାୟତ ସମିତି, ଗୋପ l ମୁଖ୍ୟବକ୍ତା ଭାବେ : ଶ୍ରୀମତୀ ଛବିରାଣୀ ସାହୁ ମଣ୍ଡଳ ଉନ୍ନୟନ ଅଧିକାରୀ, ଗୋପ ପଞ୍ଚାୟତ ସମିତି l ବିଶିଷ୍ଟ ଅତିଥ୍ ଭାବେ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ l ସମ୍ମାନୀତ ଅତିଥିଭାବେ ବନରଞ୍ଜନ ପଟ୍ଟନାୟକ ଗୋପ ପଞ୍ଚାୟତ ସମିତି ଉପାଧକ୍ଷ l ପ୍ରମୋଦ ରାୟ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ର ଜିଲ୍ଲାପରିଷଦ ସଭ୍ୟ l ଗଣେଶ୍ୱରପୁର ପଞ୍ଚାୟତ ର ସରପଞ୍ଚ ପ୍ରଭାତ ବେହେରା l ସୁଶୀଳ କୁମାର ବ୍ରହ୍ମା ଗୋପ ମଣ୍ଡଳ ଶିକ୍ଷାଧୂକାରୀ, ଗୋପ, ଅଜୟ କୁମାର ରଥ, ସଭାପତି, ଶିକ୍ଷକ ସମନ୍ବୟ ସମିତି ଗୋପ l ସରୋଜ କୁମାର ମିଶ୍ର ସାଧାରଣ ସଂପାଦକ, ଶିକ୍ଷକ ସମନ୍ବୟ ସମିତି ଗୋପ l ଅଭୟ କୁମାର ଭଟ୍ଟ ଶିଶୋ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି l ଦେବାଶିଷ ପ୍ରଧାନ ସି.ଆର.ସି.ସି., ଗଣେଶ୍ବରପୁର ନୋଡ଼ାଲ ୟୁ.ପି. l ମୁଖ୍ୟ ବକ୍ତା ତାଙ୍କ ଅବିଭାଷଣ ପ୍ରସଙ୍ଗରେ ଅବିଭାବକଙ୍କୁ ପରାମର୍ଶ ଦେଇଥିଲେ କୀ ନଜର ପିଲାଙ୍କ ଉପରେ ରହିବା ଏକାନ୍ତ ଜରୁରୀ ଅଟେ l ତତସହିତ ସରକାରୀ ବିଦ୍ୟାଳୟ ହି ଉତ୍ତମ ଶିକ୍ଷାନୁଷ୍ଠାନ ଯେଉଁଠି ଗ୍ରାମଞ୍ଚଳ ର ଗରିବ ଶ୍ରେଣୀର ଅବିଭାବକ ଙ୍କ ପିଲାମାନେ ଉତ୍ତମ ଶିକ୍ଷା ହିଁ ଚରିତ୍ର ଗଠନ ଓ ସଫଳତାର ମାପକାଠି। ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥ୍ୟାମାନଙ୍କ ଦ୍ବାରା ପୁରସ୍କୃତ କରଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁହେଯାଗ କରି କରିବା ବେଳେ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026 ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026