ବେଆଇନ ମହୁଲ ଗୋଦାମରେ ଅବକାରୀ ଚଢ଼ାଉ : ଲକ୍ଷାଧିକ ଟଙ୍କାର ମହୁଲ ଜବତ

ବେଆଇନ ଭାବେ କୌଣସି ପଞ୍ଜିକୃତ ନଥାଇ ମହୁଲ ଫୁଲ କିଣା ବିକା କରୁଥିଲେ। କୌଣସି ସୂତ୍ରରୁ ଦାରିଙ୍ଗବାଡି ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ଖବର ପାଇ ବୁଧବାର ଅପରାହ୍ନରେ ଗୋଦାମ ଗୃହରେ ଚଢ଼ାଉ କରି ମହୁଲ ଫୁଲକୁ ଜବତ କରିଛନ୍ତି। ଏହାର ଓଜନ କରିବା ପରେ ସଠିକ ସରକାରୀ ମୂଲ୍ୟ ନିର୍ଦ୍ଧାରଣ କରାଯିବା ସହ ଅଧିକ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ପ୍ରକାଶ କରିଛନ୍ତି।
Related Content
ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ
by
Proprietor Abhimanyu Maharana
August 3, 2026
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ
by
Proprietor Abhimanyu Maharana
August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ
by
Proprietor Abhimanyu Maharana
August 3, 2026
ଜ୍ଞାନ ବିଜ୍ଞାନ ମେଳା
by
Proprietor Abhimanyu Maharana
August 3, 2026
ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ
by
Proprietor Abhimanyu Maharana
August 3, 2026
TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING
by
Proprietor Abhimanyu Maharana
August 3, 2026