ଦଶପଲ୍ଲା ରେ ଆୟୁଷ୍ମାନ ଭାରତ ଯୋଜନା – ପାଇଁ ସାମ୍ବାଦିକ ସମ୍ମିଳନୀ

ଏଥି ସକାଶେ ଦଶପଲ୍ଲା ବ୍ଲକ୍ କାର୍ଯ୍ୟାଳୟ ରେ ଅତିରିକ୍ତ ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ଡ ବନମାଳୀ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୂକାରୀ ସନ୍ଦିପ ସ୍ଵାଇଁ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧୁକାରୀ ପୂର୍ଣ୍ଣ ଚନ୍ଦ୍ର କବି, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ତୁଷାର ରଞ୍ଜନ ସାହୁ, ବି ପି ଓ ପ୍ରିୟ ରଞ୍ଜନ ସାହୁଙ୍କ ଉପସ୍ଥିତି ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଯୋଜନା ସଂମ୍ପର୍କ ରେ ଅବଗତ କରାଇଥିଲେ ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ
by
Proprietor Abhimanyu Maharana
September 29, 2026
"ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ
by
Proprietor Abhimanyu Maharana
September 29, 2026
ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ
by
Proprietor Abhimanyu Maharana
September 29, 2026
ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା
by
Proprietor Abhimanyu Maharana
September 29, 2026
ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ
by
Proprietor Abhimanyu Maharana
September 29, 2026
ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 29, 2026