Home ଓଡ଼ିଶା ପ୍ରଭୁ ରାଧା କୃଷ୍ଣଙ୍କ ପ୍ରତିମୂର୍ତି ସ୍ଥାପନ ଯଜ୍ଞ କର୍ମ ଶୁକ୍ରବାର ଆରମ୍ଭ ହୋଇଯାଇଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ୱାଟାର ୱର୍କ୍ସ ରୋଡ ସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ରାଧା କୃଷ୍ଣଙ୍କ ପ୍ରତିମୂର୍ତି ସ୍ଥାପନ ଯଜ୍ଞ କର୍ମ ଶୁକ୍ରବାର ଆରମ୍ଭ ହୋଇଯାଇଛି । ଏଥିପାଇଁ ଗୁରୁବାର ଠାରୁ ଅଙ୍କୁର ରୋପଣ ଓ ଅଧିବାସ କର୍ମ ସାରିଥିବା ବେଳେ ଶୁକ୍ରବାର ସକାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ଅନେକ ଭକ୍ତ କଳସ ଧରି ମନ୍ଦିର ପ୍ରାଙ୍ଗଣରୁ ବାହାରି ମହୋଦଧି ରୁ ଜଳ ସଂଗ୍ରହ କରି ଯଜ୍ଞାନ ସ୍ଥଳ କୁ ଫେରିଥିଲେ । ପରେ ଅନ୍ଯାନ୍ଯ ନୀତି ବଢି ପ୍ରତିଷ୍ଠା ହେବାକୁ ଥିବା ବିଗ୍ରହଙ୍କ ମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା ବୀଧି ଅନୁଷ୍ଠିତ ହୋଇଥିଲା । ଯଜ୍ଞାନ କାର୍ଯ୍ୟ ରେ ଶ୍ରୀ ବିଭୁତି ପ୍ରସାଦ ତ୍ରିପାଠୀ ଓ ସୁପ୍ରିୟା ତ୍ରିପାଠୀ କର୍ତା କର୍ତୀ ରୂପେ ଉପସ୍ଥିତ ଥିଲେ। ଶ୍ରୀ ରାମ ମନ୍ଦିରର ସମସ୍ତ କରମକର୍ତ୍ତା ଓ ଭକ୍ତ ଗଣ ଉକ୍ତ କାର୍ଯ୍ୟ ରେ ଯୋଗଦାନ କରି ସହଯୋଗ ପ୍ରଦାନ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana June 25, 2026 ଦୁଇ ବର୍ଷ ପୂର୍ତ୍ତି ଅବସରରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ by Proprietor Abhimanyu Maharana June 25, 2026 ବାଲିଗୁଡ଼ା ଏନଏସିରେ ହେଉଥିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍ସିଲର by Proprietor Abhimanyu Maharana June 25, 2026 ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ by Proprietor Abhimanyu Maharana June 25, 2026 ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା : ବିକାଶର ଧାରା ଓଡ଼ିଶା ସାରା” ଅଭିଯାନ by Proprietor Abhimanyu Maharana June 25, 2026 ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ by Proprietor Abhimanyu Maharana June 25, 2026