ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି :- ନିଆଳି ଟାଉନ କ୍ଲବ ପକ୍ଷରୁ ଇଦ୍ ମିଲନ ସ୍ଥାନୀୟ ସାହୁ ପ୍ୟାଲେସ ନିଆଳି ଠାରେ ମହା ଆନନ୍ଦ ଉଲ୍ଲାସରେ ମଧ୍ୟରେ ପାଳିତ ହୋଇଯାଇଛି, ନିଆଳି ଟାଉନ କ୍ଲବର ସଭାପତି ରାଜେନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଇଦ୍ ମିଲନରେ ଶେଖ୍ ମହିଉଦିନି, ଏସ କେ ୟାକୁବ, ଶିକ୍ଷାବିତ ନଟବର ଷଡଙ୍ଗୀ, ସାହିତ୍ୟକ ଡ଼କ୍ଟର ତ୍ରିନାଥ ପଟ୍ଟନାୟକ, ପୁର୍ବତନ ତହସିଲଦାର ଏସ ଏନ ଅହମ୍ମଦ, ଡାକ୍ତର ଅଧୀରାଜ କୁମାର ପରିଡା, ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ନିଆଳି ହେଉଛି ଭାଇଚାରାର ମାଟି,

