ଧାମନଗର (ଓଡ଼ିଶା ତାଜା ନ୍ୟୁଜ୍) :- ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ବନସର ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସପ୍ତାହ ଧରି ଚାଲିଥିବା ସପ୍ତା ଉଦଯାପିତ ହୋଇଯାଇଛି । ଗତ ୨୪ ତାରିଖ ରୁ ଆରମ୍ଭ ହୋଇଥିବା ସପ୍ତା ରବିବାର ଉଦଯାପିତ ହେବା ପରେ ଦୁଇ ଦିନ ଧରି ଯଜ୍ଞର ଆୟୋଜନ ହୋଇଥିଲା । ଏହି ସମୟରେ ସକାଳେ ଏବଂ ରାତିରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହା ପରେ ଅଷ୍ଟପ୍ରହରୀ ଆରମ୍ଭ ହୋଇଥିଲା ପରେ ଅଷ୍ଟପ୍ରହରୀ ଗ୍ରାମ ପରିଭ୍ରମଣ କରିଥିଲେ ।
