ବ୍ରହ୍ମଗିରିରେ ସଂସ୍କୃତି କଳା ମନ୍ଦିର ତରଫରୁ ଦୁଇଦିନିଆ ଉତ୍କଳ ଦିବସ ପାଳିତ

ସଂସ୍କୃତି ସଂଗଠକ ଅଜୟ କୁମାର ସ୍ୱାଇଁ ମଞ୍ଚ ସଂଚାଳନା କରିଥିଲେ। ଶିକ୍ଷକ ବ୍ରହ୍ମଚାରୀ ପଲାଇ,କବି ସୁଶାନ୍ତ କୁମାର ଜେନା, ଗୋପାଳ ଚନ୍ଦ୍ର ସାହୁ, ଗବେଷକ ବିଜ୍ଞାନ ଜେନା, ସଂଗଠକ ଆଲୋକ କୁମାର ପ୍ରଧାନ, ଗାୟକ ଅର୍ଜୁନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସହଦେବ ବେହେରା, ବିକାଶ ଶତାବ୍ଦୀ, ଦାମୋଦର ସାହୁ,କାମିନୀ ବେହେରା, ସରୋଜ କୁମାର ବେହେରା, ରବିନାରାୟଣ ବେହେରା, ଅକ୍ଷୟ କୁମାର ମାଣିଆ ପ୍ରମୁଖ ମହୋତ୍ସବ ପରିଚାଳନା କରିଥିଲେ l
Related Content
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା
by
Proprietor Abhimanyu Maharana
May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
by
Proprietor Abhimanyu Maharana
May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ
by
Proprietor Abhimanyu Maharana
May 13, 2026
27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ
by
Proprietor Abhimanyu Maharana
May 13, 2026
ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ
by
Proprietor Abhimanyu Maharana
May 13, 2026
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
by
Proprietor Abhimanyu Maharana
May 13, 2026