ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା ରେ ଅନେକ ଶିକ୍ଷାନୁଷ୍ଠାନ ରହିଛି ତନ୍ମମଧ୍ୟରୁ ଶ୍ରୀ ମା ଶ୍ରୀ ଆରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଯୋଗାଶ୍ରାମ ଟି ଅନ୍ୟତମ l ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ କୁନ୍ଦୁରା ଠାରେ ସ୍ଥାପିତ ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଯୋଗାଶ୍ରମ ର 17 ତମ ବାର୍ଷିକ ଉତ୍ସବ ଗତ ସୋମବାର ଅନୁଷ୍ଠିତ ହୋଇଯାଇଛି l
