ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ପକ୍ଷରୁ ନାଗପୁର ବାଟକପିଳେଶ୍ୱର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଉଛି ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନର ସମ୍ପାଦକ ବିରଞ୍ଚି ନାରାୟଣ ରଥଙ୍କ ଉଦ୍ୟମରେ ଏହି ସମାରୋହ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ମଣ୍ଡଳୀ ଓ ନାରାୟଣୀ କଳା ପ୍ରତିଷ୍ଠାନ ପକ୍ଷରୁ କଳା ପଦର୍ଶନ ହୋଇଥିଲା l

