ବରିଷ୍ଠ ନାଗରିକ ମଞ୍ଚ ନିଆଳି ପକ୍ଷରୁ ଓଡ଼ିଶା ଦିବସ ପାଳନ

ନିଆଳି (ଓଡ଼ିଶା ତାଜା ନ୍ୟୁଜ୍)  :- ନିଆଳି ବଶିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ମା , କୁତାମ ଚଣ୍ଡୀ ପୀଠରେ ଓଡିଶା ଦିବସ ପାଳିତ ହୋଇଯାଇଛି, ମଞ୍ଚର ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସୂର ଓ ସଂପାଦକ ଅଶୋକ କୁମାର ରାୟ, ଓଡ଼ିଶା ଦିବସର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ , ଅନ୍ୟମାନଙ୍କ ମଧ୍ୟରେ ଗୌତମ ଚରଣ ବିହାରୀ, ପ୍ରଭାକର ଦୀକ୍ଷିତ, ପାବନୀ ବସ୍ତିଆ ,ଦିଲ୍ଲୀପ କୁମାର ମହାନ୍ତି ,

ପିତାମ୍ବର ରାଉତ, ଶରତ ଚନ୍ଦ୍ର ସାହୁ, ଯୋଗେନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ସେନାପତି, ବାଇଁଶିଧର ସାହୁ, ଗିରିଧାରୀ ଜେନା, ଜଗଦୀଶ ପାଢ଼ୀ, ଧୀରେନ୍ଦ୍ର ନାଥ ମିଶ୍ର, କୃଷ୍ଣ ଚନ୍ଦ୍ର ଲେଙ୍କା ପ୍ରମୁଖ ବହୁ କର୍ମକର୍ତ୍ତାମାନେ ଯୋଗ ଦେଇ ଉତ୍କଳ ସମ୍ମିଳନୀର ବରପୁତ୍ରମାନଙ୍କର ସ୍ମୃତିଚାରଣ କରିଥିଲେ । ସଭାସ୍ଥଳରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା, ସର୍ବଶେଷରେ ସଭାପତିଙ୍କୁ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରାଯାଇଥିଲା ।

Exit mobile version