Home ଓଡ଼ିଶା ନୂଆଗାଁ ବ୍ଲକ୍ ରେ କନ୍ୟା ରତ୍ନ ସୁରକ୍ଷା ପାଇଁ ଗଡିଲା ସଚେତନତା ରଥ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ କନ୍ୟାରତ୍ନ ସୁରକ୍ଷା ପାଇଁ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏହି ରଥ ୨୨ ଟି ପଞ୍ଚାୟତ ବୁଲି ଭୃଣ ହତ୍ୟା ରୋକିବା, କନ୍ୟା ମାନେ କିପରି ଅମୂଲ୍ୟ ରତ୍ନ ସେ ଉପରେ ଲୋକମାନଙ୍କୁ ସଚେତନ କରିବା, ପୁଅ ଝିଅ ମଧ୍ୟରେ ଥିବା ଭେଦଭାବ କୁ ଦୂରୀକରଣ କରିବା,କନ୍ୟା ମାନଙ୍କୁ ପାରିବାରିକ ବୋଝ ନଭାବି ସମ୍ମାନ ଦେବା, କନ୍ୟା ମାନଙ୍କୁ ସୁରକ୍ଷା ଦେବା ଆଦି ଉପରେ ଲୋକମାନଙ୍କୁ ସଚେତନ କରିବା ଏହି ରଥ ଶୁଭାରମ୍ଭ ର ମୁଖ୍ୟ ଉଦେଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥଲେ । ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ଅମୃତ କୁମାର ରାଉଳ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ସି ଡି ପି ଓ ଶୁଭ୍ରକେଶି ମଳିକ ପ୍ରମୁଖ ଯୋଗଦେଇ ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ । ଏହା କାର୍ଯ୍ୟକ୍ରମ ରେ ବ୍ଲକ୍ ର ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026