ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଉତ୍କଳ ଦିବସ ଅବସରରେ ଦଶପଲ୍ଲା ର ବିଭିନ୍ନ ସରକାରୀ ଓ ବେ -ସରକାରୀ ଅନୁଷ୍ଠାନ, ଆନୁକୂଲ୍ୟରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଭାତରେ ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଠନ ପରିବାର, ସମ୍ବାଦ ସାହିତ୍ୟ ଘର ତରଫରୁ ଦଶପଲ୍ଲା ର ବହୁ ବୁଦ୍ଧିଜୀବୀ , ଓଡ଼ିଆ ର ମୂଳ ପରିଧାନ ଧୋତି ଓ ପଂଜାବୀ ପିନ୍ଧି ସମ୍ମିଳିତ ଭାବରେ , ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ସୁଭାଷ ବୋଷ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ବିଜୁବାବୁ,

