ଆମ ପାଇଁ ପ୍ରେରଣା ଦାୟୀ ହେଉଛି ଗୀତା
ପୂର୍ବାହ୍ନରେ ଅକ୍ଷୟ କୁମାର ବ୍ରହ୍ମାଙ୍କ ସଂଚାଳନାରେ ପୂଜ୍ୟ ପୂଜା କାର୍ଯ୍ୟ କରାଯାଇଥିଲା l କମିଟିର ସମ୍ପାଦକ ବିଭୂପ୍ରସାଦ ଦାଶ ଙ୍କ ସହଯୋଗ ରେ ନୃତ୍ୟ ଗୀତ କରାଯାଇଥିଲା l ଦିବସ ବ୍ୟାପି କାର୍ଯ୍ୟ କ୍ରମରେ ମନୋଜ କୁମାର ସାହୁ, ଗଣେଶ୍ୱର ସାହୁ, ଅଯୋଧ୍ୟା ନାଥ ବେହେରା, ନୃସିଂହ ଚରଣ ସାହୁ, ପ୍ରମୁଖ ସ୍ମୃତି ଓ ଅନୁଭୂତି ଅବତାରଣା କରିଥିଲେ କାର୍ଯ୍ୟ କ୍ରମକୁ ବସନ୍ତ ବେହେରା, ଅଜୟ ଦାଶ, ସଂଗୀତା ପଣ୍ଡା, ସୃଭାଂଶୁ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ l
- Categories: ଓଡ଼ିଶା, ଜଗତସିଂହପୁର, ହୋମ୍
Related Content
କଟକର ରାଧାମାଧବ ଗଣପତି ଗ୍ରୁପର ନିଆରା ରଜଉତ୍ସବ ପାଳନ
by
Proprietor Abhimanyu Maharana
June 17, 2026
ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ
by
Proprietor Abhimanyu Maharana
June 17, 2026
ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
June 17, 2026
ତିନିରଥରେ ଘୋଡା ଲାଗିବା ପାଇଁ ଚାରପରିଛା ଫିଟିଙ୍ଗ
by
Proprietor Abhimanyu Maharana
June 17, 2026
ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା
by
Proprietor Abhimanyu Maharana
June 17, 2026
ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬
by
Proprietor Abhimanyu Maharana
June 16, 2026