ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ମହତ୍କାକ୍ଷୀ ଅନ୍ତ୍ୟାଦୟ ଗୃହ ଯୋଜନାର ଆଜି ଶୁଭାରମ୍ଭ ହୋଇଛି । ଆଜି ଭବାନୀପାଟଣାର କ୍ରିଷ୍ଣାନଗର ପଡ଼ିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନ୍ତ୍ୟାଦୟ ଗୃହ ଯୋଜନାରେ 50 ହଜାର ଲୋକଙ୍କୁ ଯୋଜନା ସହ ଯାଡ଼ିବେ ସରକାର । ଏହି କ୍ରମରେ ଆଜି ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବେଗୁନିଆ ବୋଲଗଡ଼ ବ୍ଲକରେ ଗରିବ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟ । ଦେଶ ବଣ୍ଟନ କରିଛନ୍ତି । ବୋଲଗଡ଼ ବ୍ଲକର 19ଟି ପଞ୍ଚାୟତର 190 ଜଣ ଗରିବ ହିତାଧିକାରୀ ଏବଂ ବେଗୁନିଆ ବ୍ଲକର 21ଟି ପଞ୍ଚାୟତର 170 ଜଣ ଗରିବ ହିତାଧିକାରୀଙ୍କୁ ଅନ୍ତ୍ୟାଦୟ ଗୃହ ଯାଜନାର କାର୍ଯ୍ୟ ।
