ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁରର ଆମପରିବାର ଚକ୍ର ଆନୁକୁଲ୍ୟରେ ଡମପଡ଼ା ନିକଟସ୍ଥ ବାଘୁଆ ଗ୍ରାମ ନିକଟସ୍ଥ ଗ୍ରାମର ନିମେଇସ ମନୋରମ ଜଙ୍ଗଲ ପରିବେଶରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଆମ ପରିବାରଚକ୍ରର ପ୍ରତିଷ୍ଠାତା କୁମାର ଅମୀୟଙ୍କ ପରିଚାଳନାରେ ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ଯୁବବନ୍ଧୁ ପରିବାରର ସଂପାଦକ ସୁବ୍ରତ ନାୟକ, କାଶିନାଥ ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଲଲାଟେନ୍ଦୁ ପଣ୍ଡା , ନିରଞ୍ଜନ ପଣ୍ଡା,
