ଓଡ଼ିଶାରେ ୧୬,୭୦,୯୧୦ ଟି ନମୁନା ପରୀକ୍ଷା କରାଯାଇଛି ,୯୭,୯୨୦ ଜଣ ପଜିଟିଭ୍‌ ଚିହ୍ନଟ ,୬୭,୮୨୬ ଜଣ ସୁସ୍ଥ ,୪୭୦ ଜଣ ମୃତ୍ୟୁ ।

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର : ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୬,୭୦,୯୧୦ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୭,୯୨୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।୬୭,୮୨୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି /ଡାକ୍ତରଖାନାରୁ ଫେରିଛନ୍ତି ।

୪୭୦ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୯,୫୭୧ ରହିଛି । ୨୯,୫୭୧ ଜଣ ହସ୍ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version