ବାଙ୍କୀ ଓ ଡମପଡ଼ା ବ୍ଲକରେ ଅନ୍ତଦ୍ୱୟ ଗୃହଯୋଜନା ଲୋକାର୍ପଣ

ଡମପଡ଼ା ବ୍ଲକ ବିଡିଓ ଅଂଶୁମାନ ଦାସ, ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ସରୋଜ କୁମାର ମତଗଜ ସିଂହଙ୍କ ସମେତ ୧୭ଟି ପଂଚାୟତର ସରପଂଚ, ସମିତି ସଭ୍ୟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ବାଙ୍କୀ ବ୍ଲକରେ ବିଡିଓ ସଂଗ୍ରାମ ଭଳ, ଅଧ୍ୟକ୍ଷା ଜିଲ୍ଲାପରିଷଦ ସଦସ୍ୟଙ୍କ ସମେତ ସମସ୍ତ ସରପଂଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।
Related Content
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ - ଅନୁଷ୍ଠିତ
by
Proprietor Abhimanyu Maharana
May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ - ପୁଲିସର ଛାନଭିନ
by
Proprietor Abhimanyu Maharana
May 5, 2026
ହାଇଟେକ୍ର ଆଲାଏଡ୍ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ - ଡକ୍ଟର ତିରୁପତି ପାଣିଗ୍ରାହୀ
by
Proprietor Abhimanyu Maharana
May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ - ମୁଁ ଇସ୍ତଫା ଦେବି ନାହିଁ - ଦିଦି
by
Proprietor Abhimanyu Maharana
May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? - ମହାସଂଘ
by
Proprietor Abhimanyu Maharana
May 5, 2026
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା - ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 5, 2026