Home ଓଡ଼ିଶା ମା’ଚର୍ଚ୍ଚିକା ପ୍ରଭାତ ଶାଖା ତରଫରୁ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ କଚେରୀ ପଡିଆ – ମା’ ଚର୍ଚ୍ଚିକା ପ୍ରଭାତ ଶାଖା ତରଫରୁ ବାଙ୍କୀ କଚେରୀ ପଡିଆ ଠାରେ ସ୍ୱୟଂସେବକମାନଙ୍କ ଗହଣରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ସଭାପତି ଭାବେ ଯୁଗଳଭୂତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ରମାକାନ୍ତ ଭଞ୍ଜ ଯୋଗଦାନ କରି ଏହି ହିନ୍ଦୁ ନବବର୍ଷକୁ ପ୍ରତିପଦା ଉତ୍ସବ କୁହାଯାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଶାଖା ପରିଚାଳକ ପ୍ରସନ୍ନ କୁମାର ପଣ୍ଡା, ରମାକାନ୍ତ ଭଞ୍ଜ, ସମରେନ୍ଦ୍ର ମହାପାତ୍ର, ଶୁଭ୍ରାଂଶୁ ମୋହନ ପାଢ଼ୀ, ରଘୁନାଥ ପୃଷ୍ଟି, ସୋମନାଥ ସାହୁ, ମନୋଜ କୁମାର ଦଳେଇ, ରାଜେଶ ରଣା, ସୁନୀଲ ସାହୁ, ଭିକାରୀ ଚରଣ ମିଶ୍ର, ବିଜୟ ସାହୁ, ଅକ୍ଷୟ କୁମାର ମହପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ଦିଲ୍ଲୀପ୍ କୁମାର ବସନ୍ତରା, ଅମୀନ ଗଣ୍ଠିଆ, ବିଜୟ ମହାନ୍ତି, ଅଜିତ ସୁବୁଦ୍ଧି, ଅଶୋକ ରଣା, ରାଜେଶ ସାହୁ, ତାପସ କୁମାର ଦାଶ ପ୍ରମୁଖ ଯୋଗଦାନ କରି ହିନ୍ଦୁ ନବବର୍ଷର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଭାରତକୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026