ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା, କଳି ଯୁଗାଦ୍ଧ-୫୧୨୫ ରାଷ୍ଟ୍ରୀୟ ନବ ବର୍ଷ ବିକ୍ରମ ସମ୍ବତ ୨୦୮୦ ଆଜିର ଦିବସ ମହତ୍ୱ ସୃଷ୍ଟି କର୍ତ୍ତା ବ୍ରହ୍ମl ଙ୍କ ଦ୍ୱାରା ସୃଷ୍ଟିରେ ସର୍ଜ୍ଜନା ଓ କାଳ ଗଣନା ର ପ୍ରାରମ୍ଭ l, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ରାଜ୍ୟା ଭିଷେକ, ଧର୍ମରାଜ ଯୁଧିଷ୍ଠିର ଙ୍କ ରାଜ୍ୟା ଭିଷେକ, ସମ୍ରାଟ ବିକ୍ରମlଦିତ୍ୟ ଙ୍କ ସିଂହାସନ ଆରୋହଣ ଓ ବିକ୍ରମ ସମ୍ବତ ପ୍ରଚଳନ,

