ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶାର ଗାଁ ମାନଙ୍କରେ ବ୍ଯାପକ ମାତ୍ରାରେ ମଦଭାଟି ର ପ୍ରସାର ଚାଳିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡିବାରେ ଲାଗିଛି ଓ ଗାଁ ମାନଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ଯ ଏହା ବୋଝ ତିଆରି ହେଉଛି । ଦେଶର ଅନ୍ଯ ରାଜ୍ଯରେ ମଧ୍ଯ ଏଭଲି ଅବସ୍ଥା ଥିବାରୁ କେନ୍ଦ୍ର ସରକାର ଅବକାରୀ ବିଭାଗକୁ କେନ୍ଦ୍ର ଅଧିନ କୁ ନେବା ପାଇଁ ସରକାର ବିଚାର କରିବା ପାଇଁ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ନିୟମ ୩୭୭ ଅଧିନିୟମ ରେ ଏ ପ୍ରସଙ୍ଗ ଲୋକ ସଭାରେ ଆଗତ କରିଛନ୍ତି ।
