କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ନିର୍ବାଚିତ ହେବାର ଆଜକୁ ତୃତୀୟ ବର୍ଷରେ ପଦାର୍ପଣ କରିଛନ୍ତି । ଶ୍ରୀ ପରିଡ଼ା ନିର୍ବାଚିତ ହେବାର ତୃତୀୟ ବାର୍ଷିକ ପୂର୍ତ୍ତୀ ପାଳନ ଅବସରରେ , ସେ ୫୮ ନମ୍ବର ୱ।ର୍ଡ଼ର ବିଭିନ୍ନ ଗ୍ରାମର ଯଥା ନୂଆଗଡ଼ , ତେଲଙ୍ଗାପେଣ୍ଠ ବଜାର, କୁମ୍ଭରାଜପୁର, ପ୍ରତାପନଗରୀ , ଭାଣପୁର ,ପୀରବଜାର , ଡାହାଳିଆବାଗ ଆଦି ଗ୍ରାମରେ ବିଭିନ୍ନ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଛନ୍ତି ।

