ଧର୍ମପ୍ରାଣା ମହିଳାଙ୍କ ପରଲୋକ

ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ମଳୟ,ପ୍ରଣୟ ,ଅବ୍ୟୟ,ସଞ୍ଜୟ,ମନ୍ମୟ ଓ ଶ୍ରୀମୟ ପତ୍ରବଧୂ ଜୟନ୍ତୀ, ବିଜୟିନୀ, ମଞ୍ଜୁଲତା,ନୀହାରିକା ,ରୀତା ତଥା ନାତି ନାତୁଣୀ,ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କୁ ଭଲ ପାଉଥିବା ଗ୍ରାମ ତଥା ଆଖପାଖର ବହୁ ବ୍ୟକ୍ତି ଓ ମହିଳା ଶବାଧାରରେ ଯୋଗ ଦେଇ ଅଶ୍ରୁଳ ବିଦାୟ ଦେଇ ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ମଳୟ ଆନନ୍ଦ କୁମାର ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।
Related Content
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 20, 2026
ନକଲି ଏମ୍ଭିଆଇ ଅଧିକାରୀ ଗିରଫ
by
Proprietor Abhimanyu Maharana
September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା
by
Proprietor Abhimanyu Maharana
September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 20, 2026
ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 20, 2026
କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି
by
Proprietor Abhimanyu Maharana
September 20, 2026