କବି ବିପ୍ଳବଙ୍କୁ “ପ୍ରାଚୀଧାରା” ଗଳ୍ପ ସମ୍ମାନ ପ୍ରଦାନ

 ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ସମୟର “ପ୍ରାଚୀଧାରା” , ବାଲିପାଟଣା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ “ପ୍ରାଚୀଧାରା” ତ୍ରୟୋଦଶ ସାରସ୍ୱତ ମହାକୁମ୍ଭ -୨୦୨୫ ପାଇଁ ଗାଳ୍ପିକ ବିପ୍ଲବଙ୍କୁ ପ୍ରାଚୀଧାରା ସମ୍ମାନରେ ସମ୍ମାନୀତ କରାଯାଇଛି ।

ବାଙ୍କୀର କବି ବିପ୍ଳବ ରାଜ୍ୟସ୍ତରୀୟ ବିଭିନ୍ନ ଉତ୍ସବରେ ପୂର୍ବରୁ ବହୁବାର ସମ୍ମାନୀତ ହୋଇଛନ୍ତି । ଏହି ଉତ୍ସବରେ ପ୍ରଫେସର ଆଦିକନ୍ତ ସାହୁ, କବି ଫନୀ ମହାନ୍ତି, କବି ବିପିନି ବିହାରୀ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଅନୁଷ୍ଠାନର ସଂପାଦକ ଭଗବାନ ସାହୁ ଧନ୍ୟବାଦ ଦେଇଥିଲେ ।

Exit mobile version