ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ରବିବାର ସକାଳ ସମୟ ରେ ଦୁର୍ଘଟଣା ଘଟାଇ ଫେରାର ଥିବା ଏକ ବୋଲର ଗାଡିକୁ କିଛି ଯୁବକ ଗୋଡ଼ାଇ ଧରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତି । ବସିଥିବା ଲୋକଙ୍କୁ ମାଡ଼ ମାରିବା ସମୟରେ ଗାଡିର ଚାଳକ ଫେରାର ହୋଇଯାଇଛି । ଘଟଣା ସ୍ଥାନରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହିତ ଗାଡିଟିକୁ ଜବତ କରିଛନ୍ତି । ଖବର ନେବାରେ ଜଣା ପଡ଼ିଛି ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ ନିକଟରେ ଓଡ଼ିଶା ସରକାରଙ୍କ ଓରର୍କ ଦିପାଟମେଣ୍ଟ OD-0-28-04027 ଏକ ବୋଲର ଗାଡ଼ି ବୃଦ୍ଧ ଲୋକକୁ ଧକାଡଦେଇ ଫେରାର ଥିଲା ।

