ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଭାଗବତ ର ଅର୍ଥ ହେଉଛି ଭା ‘ ରେ ଭାବ, ଗ ‘ ରେ ଜ୍ଞାନ, ଵ ‘ ରେ ବ୍ରହ୍ମ ଦର୍ଶନ, ତ ‘ ରେ ତତ୍ୱ l ଭାଗବତ ହେଉଛି ବେଦର ସାର, ପରମ ଶାସ୍ତ୍ର ଏବଂ ଅଷ୍ଟାଦଶ ପୁରାଣର ସାର ତତ୍ୱ l ଆଉ ମଧ୍ୟ ଭାଗବତ ହେଉଛି ଭାବ, ଭକ୍ତି, ପ୍ରେମ, ଜ୍ଞାନ, ଓ ବୈରାଗ୍ୟର ମୂଳମନ୍ତ୍ର l ଏହାକୁ ପଠନ, ଶ୍ରବଣ ଓ ମନନ କଲେ ଜୀବ ସହଜରେ ମୁକ୍ତି ଲାଭ କରେବୋଲି ବିରିଡି ବ୍ଲକ ଅନ୍ତର୍ଗତ ହଳଦିଆପଡା (ନୂଆଗାଁ )ଗ୍ରାମର ଭାଗବତ ଘର ପ୍ରାଙ୍ଗଣରେ

