Home ଓଡ଼ିଶା ପଞ୍ଜାବ ଆଣ୍ଡ ସିନ୍ଧ୍ ବ୍ୟାଙ୍କ ତରଫରୁ ଜଳଛତ୍ର ବଣ୍ଟନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) :- ନିଆଳୀ ଅନ୍ତର୍ଗତ ଦ୍ୱିପାଞ୍ଚଳର କେନ୍ଦ୍ରବିନ୍ଦୁ କସର୍ଦାଠାରେ ଐତିହାସିକ ଦିପୋଟି ମେଳନ ଉପଲକ୍ଷେ ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କ ଏରଞ୍ଚ ଶାଖା ତରଫରୁ ଜଳଛତ୍ର ଆୟୋଜନ କରାଯାଇଥିଲା .ଦୂରଦୂରାନ୍ତରୁ ଆସିଥିବା ଶହ ଶହ ଶ୍ରଦ୍ଧାଳୁ ମାନଙ୍କୁ ସର୍ବତ ବଣ୍ଟନ କରିବା ସହ ବ୍ୟାଙ୍କ ର ସେବା ସଂପର୍କରେ ବୁଝାଇ ଲିଫଲେଟ ବଣ୍ଟାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଜାବ ଆଣ୍ଡ ସିନ୍ଧ୍ ବ୍ୟାଙ୍କର ଏରଞ୍ଚ ଶାଖା ମ୍ୟାନେଜର ଶ୍ରୀଯୁକ୍ତ ଭି.ବିକ୍ରମ ହେମ୍ରମ ଉପସ୍ଥିତ ଥିଲାବେଳେ ନିଆଳୀ ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ବେହେରା ଜଳଛତ୍ର କେନ୍ଦ୍ର ପରିଦର୍ଶନ କରିଥିଲେ.ବ୍ୟାଙ୍କ କର୍ମଚାରୀ ଶ୍ରୀଯୁକ୍ତ ପାର୍ଥସାରଥୀ ଶତପଥୀ , ଶ୍ରୀଯୁକ୍ତ ରମାକାନ୍ତ ମାଝୀ,ଶ୍ରୀଯୁକ୍ତ ପ୍ରମୋଦ ମହାପାତ୍ର ,ବୋତାଖାଲ ଜନସେବା କେନ୍ଦ୍ର ପରିଚାଳିକା ତଥା ବ୍ୟାଙ୍କ ସଂଯୋଜିକା ସଂଘମିତ୍ରା ସ୍ୱାଇଁ, ଶଢାଂଶ ବି.ସି ବେବିନା ଜେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ by Proprietor Abhimanyu Maharana June 28, 2026 ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ by Proprietor Abhimanyu Maharana June 28, 2026 ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି by Proprietor Abhimanyu Maharana June 28, 2026 ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ by Proprietor Abhimanyu Maharana June 28, 2026 ଚଳିତମାସ ୨୯ ତାରିଖରେ ଭୁବନେଶ୍ଵରରେ ଆନ୍ଦୋଳନ ପାଇଁ ଚେତାବନୀ-ଓଷ୍ଟା by Proprietor Abhimanyu Maharana June 28, 2026 ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍ପି by Proprietor Abhimanyu Maharana June 28, 2026