Home ଓଡ଼ିଶା ପାଣିଘର ପାଖରେ ପଡିଗଲେ ପଣିଆ ଆପଟ ସେବକ ମହାପ୍ରଭୁ ଙ୍କ ବଡ଼ମହାସ୍ନାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ଭିତରେ ପଣିଆ ଆପଟ ଗରାରେ ମହାପ୍ରଭୁ ଙ୍କ ପାଇଁ ପାଣି ଆଣୁଥିବାବେଳେ ଗୋଡ ଖସିଯିବାରୁ ସେଠାରେ ସେ ପଡିଯାଇ ଆହତ ହୋଇଥିଲେ | ଆଘାତ ଯୋଗୁଁ ଚଟାଣ ରେ ରକ୍ତ ପଡିଥିଲା | ଗରା ର ବନ୍ଧ ହାତ ରେ ପଶି ଯିବାରୁ ରକ୍ତ ପଡିବା ଯୋଗୁଁ ମହାପ୍ରଭୁ ଙ୍କୁ ବଡ ମହାସ୍ନାନ କରାଯାଇଥିଲା | ଏଥିପାଇଁ ନୀତି ରେ ସାମାନ୍ୟ ବିଳମ୍ବ ଘଟିଥିଲା | ସେବକ କୃଷ୍ଣ ଚନ୍ଦ୍ର ଆପଟ ଆହତ ହୋଇଥିଲେ | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ପଠାଯାଇ ଚିକିତ୍ସା ଚାଲୁ ରହିଛି | ସକାଳେ ଦ୍ଵାରଫିଟା -୦୫.୫୦,ଭିତରଶୋଧ – ୦୬.୨୫,ମଙ୍ଗଳ ଆଳତି – ୦୬.୩୦,ମଇଲମ – ୦୬.୩୫,ତଡ଼ପ ଲାଗି -୦୭.୦୦, ଅବକାଶ ପୂଜା ଠା -୦୭.୨୦,ଅବକାଶ ପୂଜା -୦୭.୩୦,ଅବକାଶ ଶେଷ -୦୭.୫୦ ରେ ସମ୍ପର୍ଣ୍ଣ ହୋଇଥିଲା |ପାଣିଆ ଆପଟ ସେବକ ପାଣି ନେବା ସମୟେ ପଡିଯିବାରୁ ବଡ଼ ମହାସ୍ନାନ ହୋଇଅଛି |ମଇଲମ -୦୮.୩୦,ଧୁଆଧୋଇ ହୋଇ ଚୂନ ପାଣି ପଡ଼ିଲା -୦୮.୪୦ ସିଂହାସନ ଧୁଆ -୦୮.୫୦,ମହାସ୍ନାନ ପୂଜା -୦୮.୫୫,ମହାସ୍ନାନ ପୂଜା ଶେଷ -୦୯.୦୫ ଶେଷ ହୋଇଥିଲା | ଶେଷରେ ଭକ୍ତମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026