Home ଓଡ଼ିଶା ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଇଟାମାଟି (ଓଡ଼ିଶା ତାଜା ନ୍ୟୁଜ୍) ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଇଟାମାଟି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସମାଜସେବୀ, ରକ୍ତଦାତା, ସାହିତ୍ୟିକ, ଗାୟକ, କଳାକାର, ଲୋକପ୍ରତିନିଧି , ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରକୃତିପ୍ରେମୀ ମାନେ ଯୋଗ ଦେଇଥିଲେ। ସମାଜସେବୀ ଭାଗିରଥି ବାଇ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଦିଲ୍ଲୀପ କୁମାର ସାହୁ ଓ ପ୍ରଶାନ୍ତ କୁମାର ସାହୁ ଏହାକୁ ସଂଚାଳନ କରିଥିଲେ। ଏହି ସଭାରେ ଆଶିଷ କୁମାର ଅଗ୍ରୱାଲ, ବିଶ୍ୱନାଥ ମହାପାତ୍ର, ଶ୍ରବଣ ରାମ, କିଶୋର ଚନ୍ଦ୍ର ନାୟକ, ସଚ୍ଚିଦାନନ୍ଦ ସାଥୁଆ, ଉମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ପ୍ରଧାନ,ସୁବାସ ଜେନା, ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ସୁଶାନ୍ତ ରାୟ,ସନ୍ତୋଷ ପୃଷ୍ଟି, ଘନଶ୍ୟାମ ବେହେରା, ସୁରେଶ ସ୍ୱାଇଁ, ସନ୍ତୋଷ ବେହେରା, ପ୍ରଭୁଦତ ପ୍ରଧାନ,ରାଜେଶ ବାରିକ, ଉମାକାନ୍ତ ମହାପାତ୍ର, ଉମାକାନ୍ତ ପ୍ରଧାନ, ଦେବାଶିଷ ରାଉତ, ବାବୁଲ ଦାସ, ସନ୍ତୋଷ ପ୍ରଧାନ,ଅନୁଷ୍ଠାନର ଉପଦେଷ୍ଟା କ୍ରୀଷ୍ଣ କୁମାର ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଆଦର୍ଶ ବିଦ୍ୟାଳୟର ସ୍ପାର୍କ-୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର : ଶ୍ରଦ୍ଧାଳୁ ଆନନ୍ଦିତ by Proprietor Abhimanyu Maharana October 1, 2026 ଦୁର୍ଗାପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି by Proprietor Abhimanyu Maharana October 1, 2026 ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ by Proprietor Abhimanyu Maharana October 1, 2026 ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ by Proprietor Abhimanyu Maharana October 1, 2026 କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 1, 2026