ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ +୩ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସପ୍ତାହ ବ୍ୟାପୀ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆଜି ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉଦ୍ ଘାଟନୀ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଅଧ୍ୟକ୍ଷତା କରିଥିଲେ। ସନ୍ ଯୋଜିକା ଅଧ୍ୟାପିକା ଶୁଭ୍ର ଜ୍ୟୋତ୍ସ୍ନା ଵିଶ୍ଵାଳ ଙ୍କ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ ପରେ ପ୍ରାଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ , ବରିଷ୍ଠ ଅଧ୍ୟାପିକା କଲ୍ୟାଣୀ ମହାନ୍ତି,

