୧୫ କୁଇଣ୍ଟାଲ ଗଞ୍ଜେଇ ଜବତ,ଗିରଫ୍ ୧୧ ମାଫିଆଙ୍କୁ ଥାନାରୁ ଛାଡ଼ିବା ଦାବିରେ ଥାନା ଘେରାଉ ଓ ରାସ୍ତା ଅବରୋଧ

ଅଡବା ଥାନାରେ ୩୨/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସଡିପିଓ ଅମିତାଭ ପଣ୍ଡା କହିଛନ୍ତି l ସୂଚନା ଥାଉକି ୨୦୨୨ ସେପ୍ଟେମ୍ବର ୧୩ରେ ଅଡବା ଥାନା ଅନ୍ତର୍ଗତ ଝରଣପୁର ଗାଁରେ ପୁଲିସ ଗଞ୍ଜେଇ ଗ୍ରାମରୁ ଜବତ କରିବା ସହ କିଛି ଲୋକଙ୍କୁ ଥାନାକୁ ଉଠାଇ ଆଣିବା ପରେ ଗ୍ରାମର ଲୋକ ଆସି ଅଡବା ଥାନା ଭିତରେ ପ୍ରବେଶ କରି ଘେରାଉ କରିବା ସହ ଭଙ୍ଗାରୁଜା କରିଥିଲେ ଓ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ମଧ୍ଯ କରିଥିଲେ।
Related Content
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ
by
Proprietor Abhimanyu Maharana
May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା
by
Proprietor Abhimanyu Maharana
May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ
by
Proprietor Abhimanyu Maharana
May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା
by
Proprietor Abhimanyu Maharana
May 1, 2026
ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ
by
Proprietor Abhimanyu Maharana
May 1, 2026
Odisha Society of UK Celebrates Seventh Utkal Dibas
by
Proprietor Abhimanyu Maharana
May 1, 2026