୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ସିଏମସି ୫୭ ନମ୍ବର ୱ।ର୍ଡ଼ ଗୋପାଳପୁର ବେହେରା ସାହି ରାଧାମୋହନ ମନ୍ଦିର ପରିସର ଠାରେ ଗୁରୁବାର ଦିନ ସନ୍ଧ୍ୟାରେ ଗୋପାଳପୁର ଯାଦବ ସମିତି ପକ୍ଷରୁ ପାରମ୍ପରିକ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଲଉଡି ଉତ୍ସବରେ ଅଖିଳ ଭାରତ ଯୁବ ଯାଦବ ସମିତିର ରାଷ୍ଟୀୟ ସଭାପତି ଇଞ୍ଜିନିୟର ପ୍ରଦୀପ ବେହେରା ମୁଖ୍ୟ ଅତିଥି , କଟକ ଜିଲ୍ଲା ଯାଦବ ମହାସଭାର ସଭାପତି ସମର ବେହେରା ,

