୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବେଲପଡା :- ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ବିଛୁବାହାଲି ଗ୍ରାମରେ ଦେଖିବାକୁ ମିଳୁଛି ଶ୍ରୀ ରାଧା କୃଷ୍ଣ ମନ୍ଦିର ଛକ ରୁ ଗୌନ୍ତିଆ ପଡାକୁ ଯିବା ରାସ୍ତା ର ଦୃଶ୍ୟ l ପୋଷ୍ଟ ଅଫିସ ସମ୍ମୁଖରେ ପାଣି ଜମା ହେଉଛି I ଡ୍ରେନ ନାହିଁ ପାଣି ନିଷ୍କାସନ ହୋଇପାରୁ ନାହିଁ I ତଥା ବାଇକ, ସାଇକେଲ, ସ୍କୁଟି ଚଲା ଚଳ କରୁଥିବା ହେତୁ ଉକ୍ତ ସ୍ଥାନଟି ଆହୁରି ଖରାପ ହୋଇଯିବା ଆସିବାରେ ଦୁର୍ଘଟଣା ହେବାର ସମ୍ଭାବନା ସୃଷ୍ଟି କରୁଛି I

