୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ମୋବାଇଲ ରେ ଏକ ଭିଡ଼ିଓ ରେକର୍ଡ କରି ସେଥିରେ ନିର୍ଦ୍ଧିଷ୍ଟ ଏକ ଧର୍ମ ବିରୋଧ ରେ ମନ୍ତବ୍ୟ ଦେଇ ସମାଜ ରେ ଅଶାନ୍ତି ସୃଷ୍ଟି କରିଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ସାଥି ଏତଲା ହବାର ୨୪ ଘଣ୍ଟା ଭିତରେ ଗିରଫ କରାଯାଇ ଅଛି ଅଭିଯୁକ୍ତ ମାନେ ହେଉଛନ୍ତି

