Home ଓଡ଼ିଶା ନୂତନ ବିଧାୟକ ଅଗ୍ନି ବିପନ୍ନ ଲୋକଙ୍କୁ କଲେ ଅଣଦେଖା.. ପୂର୍ବତନ ବିଧାୟକ ହେଲେ ସହାୟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଏତେ ବଡ଼ ଦୁଃଖଦ ଖବର ପାଇ ମଧ ମାହାଙ୍ଗା ର ନୁତନ ବିଧାୟକ ପୁଣି ନିଜ ପଞ୍ଚାୟତ ଓ ପାଖ ପଡୋଶୀ ଭାବରେ ମଧ୍ୟ ତିନି ଦିନ ହୋଇ ଗଲା ବିଧାୟକ ମହୋଦୟ ଙ୍କୁ ସମୟ ହୋଇ ପାରିଲା ନାହିଁ । ୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାହାଙ୍ଗା :- ଗତ ସୋମ ବାର ରାତ୍ର ୧୨ ଘଟିକା ସମୟରେ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପୋଡ଼ା ମରେଇ ପଞ୍ଚାୟତ ର ସିନ୍ଦୂପୂର୍ ଗ୍ରାମ ର ଶ୍ରୀଯୁକ୍ତ କାଳନ୍ଦୀ ମଲ୍ଲିକ ଓ ଶୁକଦେବ ମଲ୍ଲିକ ଙ୍କ ଗୁହାଳ ଘରେ ଗାଈ ମାନଙ୍କ ପାଖରେ ଧୁଆଁ ଦିଆ ଯାଇଥିଲା । କିନ୍ତୁ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବଡ଼ ଦୁଃଖଦ ଘଟଣା ଦୁଇଟି ଗର୍ଭବତୀ ଗାଈ ପୋଡ଼ି ହୋଇ ମରି ଯାଇଥିଲେ ଏବଂ ଗୋଟିଏ ଗାଈ ଅଧା ପୋଡ଼ି ହୋଇ ଯାଇଛି । ଏତେ ବଡ଼ ଦୁଃଖଦ ଖବର ପାଇ ମଧ ମାହାଙ୍ଗା ର ନୁତନ ବିଧାୟକ ପୁଣି ନିଜ ପଞ୍ଚାୟତ ଓ ପାଖ ପଡୋଶୀ ଭାବରେ ମଧ୍ୟ ତିନି ଦିନ ହୋଇ ଗଲା ବିଧାୟକ ମହୋଦୟ ଙ୍କୁ ସମୟ ହୋଇ ପାରିଲା ନାହିଁ । କିନ୍ତୁ ଏହି ଖବର ପାଇ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ବହୁତ ଦୁଃଖ ପ୍ରକାଶ କରିଥିଲେ । ଓ ତାଙ୍କ ନିର୍ଦ୍ଦେଶ କ୍ରମେ ଉମାଶଙ୍କର ବିଶ୍ବାଳ, ମାହାଙ୍ଗା ବ୍ଲକ୍ ଅଧକ୍ଷା ଙ୍କ ପ୍ରତିନିଧି ତ୍ରିନାଥ ଜେନା ,ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ୪୧ ନମ୍ବର ଜୋନ ର ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ ଓ ପୋଦମରେଇ ପଞ୍ଚାୟତ ସମସ୍ତ କର୍ମୀ ମାନେ ମଧ୍ଯ ଯୋଗ ଦେଇ ଥିଲେ । ଅଗ୍ନି ବିପନ୍ନ ପରିବାର କୁ ଭେଟି ସେମାନଙ୍କୁ ସନ୍ତନା ଦେବା ସହିତ କିଛି ଶୁଖିଲା ଖାଦ୍ୟ, ପାଲ ଓ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଦେବା ପାଇଁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026