୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ସରକାରୀ ଦପ୍ତର ମାନଙ୍କରେ କାର୍ଯ୍ୟ ରତ୍ତ ଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କର ଆଜି କଳାବ୍ୟାଚ ଦିତୀୟ ଦିନରେ ପହଞ୍ଚି ସାରିଛି ଏବଂ ଏହି କର୍ମଚାରୀ ମାନେ ସେମାନଙ୍କର ଦୈନଦିନ କାର୍ଯ୍ୟକୁ ସୂଚାରୁରୂପେ ତ୍ବରାନିତ କରୁଛନ୍ତି ଏବଂ ଏହିପରି ଏହି କଳା ବ୍ୟାଚ କାର୍ଯ୍ୟକ୍ରମ ଆହୁରି ତିନିଦିନ ଧରି ଚାଲିବ ଏବଂ ସରକାର ଯଦି ସେମାନଙ୍କର ଯେଉଁ ତିନି ଗୋଟି ଦାବି ଛଟେଇ କରାଯାଇଥିବା

