୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଗ୍ରାମରେ ରବିବାର ସନ୍ଧ୍ୟାରୁ ଶ୍ରୀ ଗୋପାଳ ଜିୟୁ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଦ୍ୱିତୀୟ ବାର୍ଷିକ ଶ୍ରୀମଦ ଭାଗବତ କଥାମୃତମ ପ୍ରବଚନ ଆରମ୍ଭ ହୋଇଛି । ଏହାକୁ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସନାତନ ଧର୍ମର ଭାଗବତ କଥା ,ଭାଗବତ ଜନ୍ମ ଓଡିଆ ସଂସ୍କୃତି ,

