ମା ମାଝୀ ଗୌରୀ ୟୁଥ ଗ୍ରୁପ ତତଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡ଼ା :- ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତଃଗତ ଗୋସେଇଁଗୁଲାମୁଣ୍ଡା ଗ୍ରାମ ପଞ୍ଚାୟତୟତ ରେ ମା ମାଝୀ ଗୌରୀ ୟୁଥ ସଙ୍ଗ ତରଫରୁ ସ୍ଥାନୀୟ ଗୋସେଇଁ ଗୁଲମୁଣ୍ଡା ପଡିଆ ରେ ଏକ କିର୍କେଟ ଟୁର୍ନାମେଣ୍ଟ ର ଆୟୋଜନ କରାଯାଇଥିଲା. ଏହି ଟୁର୍ନାମେଣ୍ଟ ଚଳିତ ମାସ 16ତାରିଖ ରେ ଆରମ୍ଭ ହୋଇ ଏପ୍ରିଲ 2ତାରିଖ ରେ ସମାପନ କରାଯିବ.

ଏହି ଟୁର୍ନାମେଣ୍ଟ ରେ ପ୍ରାୟ ବତିସି ଟି ଦଳ ଅଂଶ ଗ୍ରହଣ କରିବେ ଏହି ଟୁର୍ନାମେଣ୍ଟ ମେଣ୍ଟ କୁ ଗୋସେଗୁଲାମୁଣ୍ଡ ସରପଞ୍ଚ ଦେବି ନିମଲା ଏବଂ ବିଜେପି ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା ମୁଖ୍ୟ ଅତିଥି ଭାବରେ ଅଂଶ ଗ୍ରହଣ କରି ଉତଘାଟନ କରିଥିଲେ।ସନ୍ନମାନନୀୟ ଅତିଥି ଭାବରେ ସମିତି ସଭ୍ୟା ସୁଷମା ଗୁରୁ, ବିଜେପି ବରିଷ୍ଠ ନେତା ନରସିଂଙ୍ଗ ମଣ୍ଡାଙ୍ଗୀ, ମଣ୍ଡଳ ପ୍ରତିନିଥି ଶିବ ପ୍ରସାଦ ବ୍ରହ୍ମ୍ମା, ଯୋଗଦେଇ ଥିଲେ, ଅନନ୍ୟ ବିଶିଷ୍ଟ ଅତିଥି ଭାବରେ ଯମୁନା ପୀରବାକ ଇରାନ ପାତିକା, ଚିନା କାଣ୍ଡଗାରୀ, ସଂଜୀବ ଦାଶ,

ରଘୁନାଥ ସାମଲ, ଆଶିଷ ବେହେରା,ମୁକୁନା କାର୍ଡରକ, ତୁମ୍ବେସୁ ମଣ୍ଡାଙ୍ଗୀ, ଦୁରଶାସନ ମଣ୍ଡାଙ୍ଗୀ, ସୁଦିର ମିଶାଲ, ପ୍ରମୁଖ ଯୋଗ ଦେଇଥଲେ। ଆଜିର ପ୍ରଥମ ମ୍ୟାଚ ରେ କରୁଡଙ୍ଗା ସହ ମହୀପାଙ୍ଗା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସେଥିରେ କରୁଡଙ୍ଗା ଟିମ ବିଜୟ ଲାଭ କଲେ ।

ଏହି ଟୁର୍ନାମେଣ୍ଟ କୁ ଆୟୋଜନ କରିବାରେ କାଳିଆ, କାହ୍ନ, ତପନ, ଦେବରାଜ, ସୋମନାଥ, ମୁନା, ବାଲାଜୀ, ଜାଗାବଂଶୀ ଯୁବ ବର୍ଗ ଙ୍କ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଥିଲା .

Exit mobile version