୧୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ଵ ଫୁଲନଖରା ଛକ ଠାରେ ଥିବା ମର୍ଣ୍ଣି ମିଟ ଅନୁଷ୍ଠାନ ପକ୍ଷରୁ ଶନିବାର ନିଆରା ହୋଲି ମହୋତ୍ସବ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ( ଚଗଲା ଭାଇ ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଟକର ଆଡିସନାଲ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି , କଟକ ନଗର ବିଜେପି ଉପ ସଭାପତି ତଥା ସମାଜସେବୀ ସ୍ୱାଧିନ ଚେତା ମହାନ୍ତି ମୁଖ୍ୟ ବକ୍ତା ,
\
