ଓଡ଼ିଶାରେ ୧୬, ୧୨,୦୯୭ ଟି ନମୁନା ପରୀକ୍ଷା କରାଯାଇଛି ,୯୪,୬୬୮ ଜଣ ପଜିଟିଭ୍‌ ଚିହ୍ନଟ , ୬୭,୮୨୬ ଜଣ ସୁସ୍ଥ ୪୫୬ ଜଣ ମୃତ୍ୟୁ

ଓଡ଼ିଶା ତାଜା ନିୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୬, ୧୨,୦୯୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୪,୬୬୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୬୭,୮୨୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଡାକ୍ତରଖାନାରୁ ଫେରିଛନ୍ତି । (ଆଜିର ସୁସ୍ଥ ସଂଖ୍ୟା-୨୫୦୩) ୪୫୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୬,୩୩୩ ରହିଛି । ୨୮,୮୩୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version