Home ଓଡ଼ିଶା ଭାଣପୁର ଜ୍ୟୋସ୍ନା ବିହାର ଡେଭଲ୍ପମେଣ୍ଟ ସୋସାଇଟି ପକ୍ଷରୁ ଦୋଳ ମହୋତ୍ସବ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ଭାଣପୁର ସ୍ଥିତ ଜ୍ୟୋସ୍ନା ବିହାର ଡେଭଲ୍ପମେଣ୍ଟ ସୋସାଇଟି ପକ୍ଷରୁ ଗୁରୁବାର ଦିନ ଗଣେଶ ଛକଠାରେ ଦ୍ୱିତୀୟ ବାର୍ଷିକ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ଭାଣପୁର ଏବଂ ଉରାଳୀ ଗ୍ରାମର ୬ଗୋଟି ଦୋଳ ବିମାନ ଯୋଗ ଦେଇ ଭୋଗ ଖାଇଥିଲେ । ସୋସାଇଟିର ସଭାପତି ପ୍ରଭାତ କୁମାର ନନ୍ଦ , ସଂପାଦକ ଭାଗିରଥି ରାଉତଙ୍କ ନେତୃତ୍ୱରେ ଆୟୋଜିତ ଦୋଳ ମହୋତ୍ସବରେ ଜ୍ୟୋସ୍ନା ବିହାରରେ ରହୁଥିବା ସମସ୍ତ ଜନସାଧାରଣ ଯୋଗଦେଇ ଭୋଗ ଖୁଆଇଥିଲେ । ଆସନ୍ତା ବର୍ଷ ଏହାକୁ ଅଧିକ ସରଷ ସୁନ୍ଦର କରିବାକୁ ସୋସାଇଟି ପକ୍ଷରୁ ଉଦ୍ୟମ କରାଯିବ ବୋଲି ସଂପାଦକ ଶ୍ରୀ ରାଉତ କହିଥିଲେ । ଉକ୍ତ ଦୋଳ ମହୋତ୍ସବ। ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଆଲୋକ କୁମାର ସାହୁ ,କ୍ଷୀତିଶ କୁମାର ବଳ ,ପବିତ୍ର ମୋହନ ପ୍ରଧାନ , ହୃଦାନନ୍ଦ ପାଲ , ପୂର୍ଣ୍ଣ ଚନ୍ଦ୍ର ଦଳାଇ ,ଦୂର୍ଗା ପ୍ରସାଦ ଦାସ,ଗଣେଶ୍ୱର ବିଶ୍ୱାଳ ,ମୋହିତ କୁମାର ସ୍ୱାଇଁ , ଞାନ ରଞ୍ଜନ ବେହେରା,ତୋଫାନ ମାନସିଂ , ସୁଦର୍ଶନ ସ୍ୱ।ଇଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୂ ପରିଚାଳନା କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ by Proprietor Abhimanyu Maharana October 19, 2026 ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ by Proprietor Abhimanyu Maharana October 19, 2026 ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ by Proprietor Abhimanyu Maharana October 18, 2026 ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ by Proprietor Abhimanyu Maharana October 18, 2026 ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ by Proprietor Abhimanyu Maharana October 18, 2026 ମା’ଦୁର୍ଗା ଙ୍କ ମହାଗୌରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପୀଠରେ ମହାଷ୍ଟମୀ ପୂଜା, ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜାରେ ଆଧ୍ୟାତ୍ମିକ ପରିବେଶ by Proprietor Abhimanyu Maharana October 18, 2026