Home ଓଡ଼ିଶା ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ନାରାୟଣ ସେବା କେନ୍ଦ୍ର ପରିସରରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ନାମରେ ଏକ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସଂସ୍କୃତ କନ୍ୟାଶ୍ରମ ଜଳେଶପଟ୍ଟାର ମୁଖ୍ୟ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ, ତାଙ୍କ ସହ କର୍ଚୁଲି ସ୍ଥିତ ବ୍ୟାଘ୍ରମ୍ବରୀ ଆଶ୍ରମର ସ୍ଵାମୀ ସତ୍ୟାନନ୍ଦ ଗିରି ,କୋଟଗଡ ସ୍ଥିତ ଆଶାରାମ ବପୁ ଆଶ୍ରମର ଯୋଗୀରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଓକିଲ ସଂଘ ସଭାପତି ଟି.ହରିଶ୍ଚନ୍ଦ୍ର ରାଓ , ଆଇନଜିବୀ କ୍ଷମା ସାଗର ପ୍ରଧାନ, ସାମ୍ବାଦିକ ସନ୍ତୋଷ ଦାସ , ସ୍ଵୟଂ ସେବକ ସଂଘ ର ଜିଲ୍ଲା ସମ୍ପର୍କ ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା , ସରସ୍ଵତୀ ଶିଶୁମନ୍ଦିର ସମ୍ପାଦକ ତୀର୍ଥବାସୀ ଘଡେଇ , ପ୍ରକାଶ ଚନ୍ଦ୍ର ନାୟକ, ଅଭୟ ପାତ୍ର, ବିନୋଦ ନାୟକ , ,ବିରୁପାକ୍ଷ ଦାସ ,ଅନନ୍ତ ଚରଣ ପୃଷ୍ଠି ,ଜଗନ୍ନାଥ ବେହେରା ,ସମେତ ବାଲିଗୁଡା ,ତୁମୁଡିବନ୍ଧ,କୋଟଗଡ ଓ କ ନୂଆଗାଁ ଅଞ୍ଚଳର ଗାୟତ୍ରୀ ପରିବାର ମା,ଭାଇ , ଭଉଣୀ ଯୋଗ ଦେଇଥିଲେ । ନାରାୟଣ ସେବା କେନ୍ଦ୍ର ମୁଖ୍ୟ ପରିଚାଳକ ଅନ୍ତର୍ଯ୍ୟାମି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026