୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା :- ଛୁଆ ପାଇଁ ମାଁ ଆଖିରେ ଲୁହ !! ଆଜି ମାଁ କାନ୍ଦୁଚି ଦୁନିଆ ହସୁଛି !! ହଁ ଆଜ୍ଞା ଆମେ ଦେଖାଉଛୁ ଆପଣଙ୍କୁ ଏମିତି ଏକ ଚିତ୍ର ଯାହାକୁ ଦେଖିଲେ ଆପଣଙ୍କର ଆଖିରୁ ଧପ୍ ଧପ୍ ହୋଇ ଲୁହ ଝରିପଡ଼ିବ !! ଆମେ ଦେଖାଉଛୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବୋଲଗଡ଼ ଗ୍ରାମ କାଚେରା ସାହିର ନିରାଶ୍ରୟ ଭୂମିହିନ ମାମାଲି ଜେନାଙ୍କ କରୁଣ ଗାଥା !! ଦୀର୍ଘ ଆଠ ନଅ ବର୍ଷ ତଳେ ୨୦୧୭ ମସିହାରେ ମାମାଳି ଜେନା ବୋଲଗଡ଼ ଗ୍ରାମ କାଚେରା ସାହିର ମୂରଲୀଧର ଜେନା ଙ୍କର ପୁଅ ଦୀପକ କୁମାର ଜେନା ଙ୍କୁ ବିବାହ କରିଥିଲେ !! ଓ ବୋଲଗଡ଼ ବଜାରରେ ଏକ ଦୋକାନ ଟେ ଦେଇ ଦୁଃଖ କଷ୍ଟ ରେ ଘର ଚଳି ଯାଉଥିଲା !!
