୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ପୋଚିଲିମ୍ମା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ହିଞ୍ଜିଳିକାଟୁ ଠାରେ ସୋମବାର କ୍ୟାରିଅର ଗଠନ ଏବଂ ମୋଟିଭେଶନ ପାଠ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲା ପିତଳ ରାମଚନ୍ଦ୍ରପୁର ସ୍ଥିତ ସୁଜ୍ଞାନି ସ୍ବାଇଁଙ୍କ ପରିଚାଳିତ ”ରଶ୍ମିତା ଏଡୁକେସନାଲ ଆଣ୍ଡ ସୋସିଆଲ ସର୍ଭିସ ଫାଉଣ୍ଡେସନ” ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।
