ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :-ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ଯୋଗଦାନ କରି ମହିଳା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ବ୍ୟାଙ୍କ ପରିଚାଳକ ଶ୍ରୀଲଗ୍ନା ଶ୍ରୀସମ୍ବିତା ,

ଡମପଡ଼ା ଶାଖା ପରିଚାଳିକା ସୂଚୀସ୍ମିତା ପଣ୍ଡା, ସହକାରୀ ପରିଚାଳିକା ମୋନାଲିସା ସେଠୀ, ସାଗରିକା ଜେନା, ସୁମିତ୍ରା ହୋତା, ଲକ୍ଷ୍ମୀପ୍ରିୟା ରାଉତ, ବ୍ୟାଙ୍କ ସହ ସାଧାରଣ ପରିଚାଳକ ଅକ୍ଷୟ କୁମାର ସାମଲ, ସରଣ୍ଡା ବ୍ରାଞ୍ଚ ପରିଚାଳିକା ସନ୍ଧ୍ୟାରାଣୀ ପଣ୍ଡା, ସତ୍ୟନାରାୟଣ ନନ୍ଦ, ଅମୀତ୍ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ମହିଳା ଦିବସ ଉପରେ ଆଲୋକପାତ କରିଥିଲେ ।

Exit mobile version