୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ବନ୍ଦେ ଉତ୍କଳ ମହାସଂଘ ଦ୍ୱାରା ଆୟୋଜିତ ପୂରୀ ଜିଲ୍ଲା ଶାଖା କାର୍ଯ୍ୟାଳୟ ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ରାଧାବଲ୍ଲଭ ଭବନ ପରିସରରେ ଅନୁଷ୍ଠିତ ଏକ କର୍ମଶାଳାରେ ରାଜ୍ୟରୁ ଶତାଧିକ କଳାକାର ଯୋଗ ଦେଇଥିଲେ । ଏଥିରେ କଳାକାର ପଞ୍ଜିକରଣ ଓ ବୀମାଭୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାସଂଘର, ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମହନ୍ତ ପର୍ଶୁରାମ ଦାସଜୀ ମହାରାଜ, ବାବା ବୈରାଗୀ ଦାସ ଯୋଗ ଦେଇ ପ୍ରଦୀପ ଜାଳି ଏହାକୁ ଉଦ୍ଘାଟନ କରିଥିଲେ ଥିବାବେଳେ

