୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସାମନ୍ତ ଚନ୍ଦ୍ର ଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ର ପ୍ରାୟ ୧୦ ଜଣ ସ୍ବେଛାସେବୀ ଯୋଗଦେଇ ସ୍ବେଛାକୃତ ଭାବେ ଚକ୍ଷୁ ଓ ରକ୍ତ ଦାନ କରିଥିଲେ । ପୁରୀ ଜିଲ୍ଲା ର ସୁପରିଚିତ ସାମାଜିକ ସଂଗଠନ ଦି ବେଲ୍ ର ଓମେନସ କ୍ଲବ,
