ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ନୟାଗଡ :– ଆଜି ପର୍ଯ୍ୟାବରଣ ଦିବସ ଅବସରରେ ନୟାଗଡ଼ ବ୍ଲକ ବଡପଣ୍ଡୁସର ଉଗ୍ରେସର ମନ୍ଦିର ନିକଟରେ ଭାରତୀୟ ମଜଦୁର ସଂଘ ନୟାଗଡ଼ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ଵରେ ଓଡିଶା ରାଜ୍ୟ ଆଶା ସାଥି ଭଉଣୀ ମାନଙ୍କ ସହିତ ବୃକ୍ଷ ରୋପଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଆଶା ସାଥି ସଂଘ ଭଉଣୀ ମାନେ ହେଲେ ସଭାନେତ୍ରୀ ଅଞଳୀ ମହାନ୍ତି, ରାଣୀଆ ସ୍ବାଇଁ, ସୁକାନ୍ତି ଜେନା, ଟିଟୁ, ଦିଲ୍ଲୀପ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ (ରିପୋର୍ଟ ରାମ କୃଷ୍ଣ ରଥ)
ଭାରତୀୟ ମଜଦୁର ସଂଘ ନୟାଗଡ ଜିଲ୍ଲା ଶାଖାର ବୃକ୍ଷ ରୋପଣ

- Categories: Uncategorized, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ
by
Proprietor Abhimanyu Maharana
May 14, 2026
ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬
by
Proprietor Abhimanyu Maharana
May 14, 2026
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି
by
Proprietor Abhimanyu Maharana
May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍
by
Proprietor Abhimanyu Maharana
May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ
by
Proprietor Abhimanyu Maharana
May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 14, 2026