୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଦୁଡ଼ା ଗ୍ରାମରେ ଗତ 2 ଦିନ ତଳେ ଘଟିଯାଇଛି ଅଭାବନୀୟ ଘଟଣା.ସୂଚନା ଥାଉକି 2 ଦିନତଳେ ତଲାପାଜୁ ଗ୍ରାମର ସାରସ୍ୱତ ଜାନି (60) କୁ ଦୁଡ଼ାଛକ ଠାରେ ଦୁଡ଼ା ଗ୍ରାମର ଯୋଗେନ୍ଦ୍ର କହଁର ଠେଂଗାରେ ପିଟିପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଥିଲା.

