୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭଦ୍ରକ :- ଭୂୟାଁ ମୋହେଲ୍ଲା ସରକାରୀ ଉର୍ଦ୍ଧ୍ୱ ପ୍ରାଇମେରୀ ସ୍କୁଲ ବାର୍ଷିକ ଉତ୍ସବ ପାଳନ ଅନୁଷ୍ଠିତ l ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି l ଭୂୟାଁ ମୋହେଲ୍ଲା ସରକାରୀ ଉର୍ଦ୍ଧ୍ୱ ପ୍ରାଇମେରୀ ସ୍କୁଲ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରୋଗ୍ରାମ ରେ ଭାଗ ନେଇ ଓଡିଶୀ ନାଚ ଗୀତ ସ୍କୁଲ ଛାତ୍ର ଛାତ୍ରୀ ବ୍ଲକ ଲେବୁଲ ଓଡିଶା ଲେବୁଲ ସୁନାମ ଅର୍ଜନ ଭାଲ ପାଇଛନ୍ତି l

