୨୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ମଙ୍ଗଳବାର ନୁଆଗଡ ବ୍ଳକର ସଦଭାବନ ସଭାଗୃହରେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ନବମ ସାଧାରଣର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦିପ କୁମାର ପାଣିଗ୍ରାହୀ, ବିଡିଓ ଲୋକନାଥ ଶବର, ଜିଲ୍ଲାପରିଷଦ ସଭ୍ୟ ରାଜୀବ ଦୋରା,ଉପାଧ୍ୟକ୍ଷ ନିହୀମିୟା ରଇତ, ମୋହନା ବିଧାୟକ ପ୍ରତିନିଧି ପୁରଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

